ଭୁବନେଶ୍ୱର(କେନ୍ୟୁଜ୍): ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କୁ ନୋଟିସ୍ । ତୃପ୍ତି ଶତପଥୀଙ୍କୁ ନୋଟିସ କଲା ଖାରବେଳନଗର ଥାନା ପୋଲିସ ।ମନ୍ମଥ ମିଶ୍ରଙ୍କ ଅଭିଯୋଗ ଅନୁସାରେ ନୋଟିସ୍ । ଧାରା 41-କ ଅନୁସାରେ ନୋଟିସ କଲା ପୋଲିସ୍ । ପୂର୍ବରୁ ତୃପ୍ତିଙ୍କୁ ପୋଲିସ ପଚରା ଉଚରା କରିଥିଲା ।
ଏହାସହ ପୂର୍ବରୁ ବାପା ଲଳିତ ଶତପଥୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ । ବାବୁସାନ ଓ ପ୍ରକୃତିଙ୍କୁ ହାଜର ପାଇଁ ନୋଟିସ ହୋଇଥିଲେ ମଧ୍ୟ ହଜାର ହୋଇନାହାନ୍ତି ।