ଆଜିି ପୂର୍ବାହ୍ନ ୧୧ଟା ୩୦ରେ ପ୍ରକାଶ ପାଇବ OJEE-୨୦୨୨ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର(କେନ୍ୟୁଜ୍): ଆଜିି ପ୍ରକାଶ ପାଇବ OJEE-୨୦୨୨ ପରୀକ୍ଷା ରେଜଲ୍ଟ। ପୂର୍ବାହ୍ନ ୧୧ଟା ୩୦ରେ ଦକ୍ଷତା ବିକାଶ ମନ୍ତ୍ରୀ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍‌ଟ। ଏହାପରେ ପରୀକ୍ଷାର୍ଥୀମାନଙ୍କ ପାଇଁ OJEEର ୱେବସାଇଟ୍‌ www.ojee.nic.inରେ ଉପଲବ୍ଧ ହେବ ରେଜଲ୍‌ଟ। ଚଳିତ ବର୍ଷ MCA , MTECH, ଏମ୍‌ ଫାର୍ମା, ଏମ ପ୍ଲାନ ଓ ଏମ୍‌ବିଏ ଆଦି ବିଷୟରେ ୮୫ହଜାର ଛାତ୍ରଛାଚ୍ରୀ ପଞ୍ଜିକରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.