ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଆରୋହୀ ମୃତ

ବୌଦ୍ଧ(କେନ୍ୟୁଜ୍):ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌ । ବାଇକ ଆରୋହୀ ମୃତ । ମୃତକ ପୁରଣାକଟକ ଥାନା ଅଡେଣିଗଡ ଗାଁର ଅଙ୍ଗଦ କହଁର । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ବନଦୂର୍ଗା ମନ୍ଦିର ନିକଟରେ ଦୁର୍ଘଟଣା । ଘଟଣାର ତଦନ୍ତ କରୁଛି ପୁରୁଣାକଟକ ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.