ଆଜି ରାଜଧାନୀରେ ଟାକ୍ସ କନଫେରେନ୍ସ : ଜିଏସଟି ଓ ଇନକମ୍ ଟାକ୍ସ ସମ୍ପର୍କରେ ହେବ ସମ୍ମିଳନୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ୱର ଟାକ୍ସ କନଫେରେନ୍ସ । GST ଓ income tax ସମ୍ପର୍କରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଏକ ଘରୋଇ ହୋଟେଲରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । All India federation of tax practitioner ଆନୁକୂଲ୍ୟରେ ସେମିନାର ହେବ ।

ଇଷ୍ଟର୍ଣ୍ଣ ଜୋନର ବିଭିନ୍ନ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଓ ଆଇନଜୀବୀ ଏଥିରେ ଯୋଗଦେବେ । ଓଡିଶା ବାହାରର ୫୦ ଜଣ ଓ ଓଡିଶାର ୨୫୦ ଜଣ ମେମ୍ବର ଏଥିରେ ଯୋଗଦେବେ । All India federation of tax practitionerର ରାଷ୍ଟ୍ରୀୟ ସଭାପତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.