ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ : ମହାପ୍ରଭୁଙ୍କ କାର୍ତ୍ତିକ ନୀତିରେ ଲାଗିଲା ମୋହର, ଜମି ବିକ୍ରିର ହେବ ଡିଜିଟାଇଜେସନ

ପୁରୀ (କେନ୍ୟୁଜ): ମହାପ୍ରଭୁଙ୍କ କାର୍ତ୍ତିକ ନୀତିରେ ଲାଗିଲା ମୋହର। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁଙ୍କ ଜମି ବିକ୍ରିର ଡିଜିଟାଇଜେସନ କରାଯିବ। ନୀତି ସବ କମିଟି ଓ ଛତିଶା ନିଯୋଗରେ ହୋଇଥିବା କାର୍ତ୍ତିକ ମାସ ନୀତିରେ ମୋହର ମାରିଲା କମିଟି । ମହାପ୍ରଭୁଙ୍କ ଜମି ବିକ୍ରିର ଡିଜିଟାଇଜେସନ ହେବ । ଆଦର୍ଶ ଗୁରୁକୂଳକୁ ଜମି ଲିଜରେ ଦିଆଯିବ । ସେବକ ବାସଗୃହ ଯୋଜନା ଅଗ୍ରଗତିର ସମୀକ୍ଷା କରାଯାଇଛି । ହରଚଣ୍ଡି ସାହି ମୌଜାରେ ବାଉଣ୍ଡରି ୱାଲ ପାଇଁ ଟେଣ୍ଡର ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.