କରଞ୍ଜିଆ: ହାଇୱା ଚୋରି କରି ନେଉଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଲା ଚୋର

କରଞ୍ଜିଆ (କେନ୍ୟୁଜ): ହାଇୱା ଚୋରି କରି ପଳାଉଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଲା ଚୋର। ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ବାମେବାରି ଅଞ୍ଚଳ ରୁ ଏକ ହାଇୱା ଚୋରି ହୋଇଥିବା ନେ଼ଇ ବାମେବାରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଆଜି ହାଇୱ ଟିକୁ ନେଇ ଯାଉଥିବା ବେଳେ ରରୁଆଁ ଥାନା ଅନ୍ତର୍ଗତ ଅଙ୍ଗାରପଦା ନିକଟରେ ଧରିବାକୁ ସକ୍ଷମ ହୋଇଛି ପୋଲିସ। ଚୋରା ଗାଡିକୁ ଜବତ କରିବା ସହିତ ଜଣକୁ ଅଟକ ରଖିଛି ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.